30.1 C
Bhubaneswar
Wednesday, April 24, 2024
Homeଓଡିଶାଦୁଇଟି ଆସନରେ ଜିତିବ ବିଜେଡି

ଦୁଇଟି ଆସନରେ ଜିତିବ ବିଜେଡି

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ୨ ଟି ଆସନେରେ ଆମେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଦେବୀ କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ ବଡ ବ୍ୟବଧାନରେ ଦଳ ଜିତିବ । ବିଜେଡିକୁ ଲୋକେ ଆର୍ଶୀବାଦ କରିଛନ୍ତି, ନିଶ୍ଚିତ ବିଜୟୀ ହେବୁ । ଦାୟିତ୍ୱରେ ଥିବା ଲେଶକ ଆକଳନ କରୁଛନ୍ତି, କାଲି ସୁଦ୍ଧା ମାର୍ଜିନ ଜଣାପଡିବ । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଖର୍ଚ୍ଚ କରୁଛି ବୋଲି ଦେବୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking