37.2 C
Bhubaneswar
Friday, April 19, 2024
Homeଓଡିଶାଉପ-ନିର୍ବାଚନ ମତଦାନକୁ ନେଇ କ’ଣ କହିଲେ ସିଇଓ

ଉପ-ନିର୍ବାଚନ ମତଦାନକୁ ନେଇ କ’ଣ କହିଲେ ସିଇଓ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସିଇଓ ଲୋହାନୀ କହିଛନ୍ତି ଯେ, ‘ ସୁରୁଖୁରୁରେ ଉପ-ନିର୍ବାଚନ ଶେଷ ହୋଇଛି । ପୋଷ୍ଟାଲ ବାଲାଟ୍ ପାଇଁ ବ୍ୟବସ୍ଥା ହୋଇଥିଲା । ତିର୍ତ୍ତୋଲରେ ୨୩ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି । ସେହିପରି ବାଲେଶ୍ୱରରେ ୨୮ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି । ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ମଧ୍ୟରେ ଭୋଟିଂ ମେସିନ୍ ରହିଛି । ୧୦ ତାରିଖରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking