29.1 C
Bhubaneswar
Thursday, April 25, 2024
Homeଅପରାଧଘର ଭିତରୁ ମିଳିଲା ସ୍ୱାମି ,ସ୍ତ୍ରୀ ଓ ପୁଅର ମୃତଦେହ

ଘର ଭିତରୁ ମିଳିଲା ସ୍ୱାମି ,ସ୍ତ୍ରୀ ଓ ପୁଅର ମୃତଦେହ

ପଶ୍ଚିମବଙ୍ଗ : ଘର ଭିତରୁ ମିଳିଲା ସ୍ୱାମି ,ସ୍ତ୍ରୀ ଓ ପୁଅର ମୃତଦେହ । ଘଟଣାଟି ଘଟିଛି, ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୋ ରେଲ୍‌ୱେର ଏକ କର୍ମଚାରୀ ନିଜସହ ପତ୍ନୀ ଓ ୪ ବର୍ଷର ଶିଶୁ ପୁତ୍ରକୁ ନିଆଁଲଗାଇ ଦେଇଥିଲା । ।ତେବେ ଏଥିରେ କର୍ମଚାରୀର ୧୧ ବର୍ଷର ଝିଅଟି ବଞ୍ଚି ଦୌଡ଼ିପଳାଇବାରେ ସକ୍ଷମ ହେଇଥିଲା ।ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ଝିଅଟି ସବୁକଥା ପୋଲିସ୍ ଆଗରେ କହିଥିଲା ।
ଝିଅଟିର କହିବାଅନୂଯାୟୀ ତାର ବାପା ସୁଦେବ ଦେ(୩୮) ରାତି୧ ଟାରେ ନିଦରୁ ଉଠାଇ କହିଥିଲେ ଯେ ସମସ୍ତେ ଏକାସହ ମରିଯିବା । ଏହା କହି କିରୋସିନ ଆଣି ନିଜ ଉପରେ ଓ ଅନ୍ୟ ସମସ୍ତଙ୍କ ଉପରେ ପକାଇ ନିଆଁ ଲଗାଇ ଦେଇଥିଲା । ଝିଅଟି ଡ଼ରିକି ନିଆଁ ଲାଗିବା ପୁର୍ବରୁ ଦୌଡ଼ି ପଳାଇଥିଲ । ରାତି ୩ଟା ବେଳେ ସଂମ୍ପର୍କୀୟ ମାନଙ୍କୁ ଫୋନ୍‌ରେ ଜଣାଇ ଥିଲା ଓ ସଂମ୍ପର୍କୀୟ ମାନେ ପୋଲିସକୁ ଖବର ଦେଇଥିଲେ ।ପୋଲିସ୍ ଆସି ୩ ମୃତ ଦେହକୁ ଉଦ୍ଧାର କରିଥିଲା ।ତେବେ ଘଟଣାର କାରଣ ଏବେ ଯାେଏଁ ଜଣାପଡ଼ିପାରିନି ।ପୋଲିସ୍ ତରଫରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking