33.1 C
Bhubaneswar
Tuesday, October 6, 2026
Homeଦେଶ ବିଦେଶଇଣ୍ଡି ମେଣ୍ଟର ବିରାଟ ପଦଯାତ୍ରାରେ ସାମିଲ୍ ହେବ ବିଜେଡି

ଇଣ୍ଡି ମେଣ୍ଟର ବିରାଟ ପଦଯାତ୍ରାରେ ସାମିଲ୍ ହେବ ବିଜେଡି

 ନୂଆଦିଲ୍ଲୀ:  ବଦଳିଳା ବିଜେଡିର ରଣନୀତି । ଆଜି ନୂଆଦିଲ୍ଲୀରେ ବିରାଟ ପଦଯାତ୍ରା କରିବ ଇଣ୍ଡି ମେଣ୍ଟ । ଏଥିରେ ସାମିଲ ହେବ ବିଜୁ ଜନତା ଦଳ । ସଂସଦରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପଦଯାତ୍ରା କରିବେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାମିଲ ହେବ ବିଜେଡି । ସଂସଦର ମକର ଦ୍ୱାରରୁ ପଦଯାତ୍ରା ଆରମ୍ଭ କରି ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବେ । କଂଗ୍ରେସ ସମେତ ଟିଏମସି, ସମାଜବାଦୀ ପାର୍ଟି ଭଳି ବିଭିନ୍ନ ଦଳର ପ୍ରାୟ ୧୫୦ ସାଂସଦ ଏଥିରେ ସାମିଲ ହେବେ । ତେବେ ଆମ ଆମଦମୀ ପାର୍ଟି ଦିଲ୍ଲୀ ଜନ୍ତରମନ୍ତରରେ ଅଲଗା ଭାବେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । ଆସଆଇଆର ମାଧ୍ୟମରେ ଭୋଟ ଚୋରି ଅଭିଯୋଗରେ ଆଣିଥିବା ବିରୋଧୀ ଦଳ ଗୁଡିକ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଆସୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking