33.1 C
Bhubaneswar
Tuesday, October 6, 2026
Homeଓଡିଶାଭୁବନେଶ୍ୱରରେ ସ୍ପେଶାଲ୍ ଡ୍ରାଇଭ୍‌: ନାବାଳକ ଗାଡ଼ି ଚଳାଇଲେ କଠୋର ଆକ୍ସନ୍‌

ଭୁବନେଶ୍ୱରରେ ସ୍ପେଶାଲ୍ ଡ୍ରାଇଭ୍‌: ନାବାଳକ ଗାଡ଼ି ଚଳାଇଲେ କଠୋର ଆକ୍ସନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ପେଶାଲ୍ ଡ୍ରାଇଭ୍ । ନାବାଳକଙ୍କ ଗାଡ଼ି ଚାଳନା ଉପରେ କଠୋର ଆକ୍ସନ୍ । RTO ଓ କମିସନରେଟ୍ ପୁଲିସର ମିଳିତ ଅଭିଯାନ । ୧୮ ବର୍ଷରୁ କମ୍ ବୟସରେ ଗାଡ଼ି ଚଳାଇଲେ ହେବ ଦଣ୍ଡବିଧାନ । ଫାଇନ୍ ଆଦାୟ ସହ ଅଭିଭାବକଙ୍କୁ ନୋଟିସ୍ ଜାରି କରିବ ପୁଲିସ । ସତ୍ୟନଗର ଛକରୁ ମାଷ୍ଟର୍ କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ହେଉଛି ଯାଞ୍ଚ୍ । ଆଜି ଗୋଟିଏ ଦିନ ପାଇଁ ଦେଖିବାକୁ ମିଳିଛି ସ୍ପେଶାଲ୍ ଡ୍ରାଇଭ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking