26.1 C
Bhubaneswar
Tuesday, November 17, 2026
Homeଓଡିଶାଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବ ଆଲୋଚନା ହେବ: ମୁକେଶ

ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବ ଆଲୋଚନା ହେବ: ମୁକେଶ

ଭୁବନେଶ୍ୱର: ସରିଲା ସର୍ବଦଳୀୟ ବୈଠକ । ବିଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୃହକୁ ସୁରୁଖୁରୁରେ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ବିରୋଧୀଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଆସିବ ତାହା ଆଲୋଚନା କରାଯିବ । ଓଡିଶାର ସ୍ୱାର୍ଥ ପ୍ରସଙ୍ଗରେ ଯେଉଁ ପ୍ରସ୍ତାବ ଆସିବ ଆଲୋଚନା କରାଯିବ । ସୂଚନା ଥାଉକି, ଆସନ୍ତାକାଲି ଶୀତ ଅଧିବେଶନ ଏହାରି ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ସନ୍ଧ୍ୟା ୫ଟାରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ବୈଠକ ବସିବ । ମାଳମାଳ ପ୍ରସଙ୍ଗକୁ ଭିତ୍ତି କରି ବିରୋଧୀ ଶାସକ ଦଳକୁ ଘେରିବା ପାଇଁ ରଣନୀତି ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking