28.1 C
Bhubaneswar
Monday, July 21, 2025
Homeଓଡିଶାବିଜେଡି ଲାଭରେ ,ଓଡିଶା କ୍ଷତିରେ: କଂଗ୍ରେସ

ବିଜେଡି ଲାଭରେ ,ଓଡିଶା କ୍ଷତିରେ: କଂଗ୍ରେସ

ଭୁବନେଶ୍ୱର: ବିଜେଡି ଲାଭରେ, କିନ୍ତୁ ଓଡିଶା କ୍ଷତିରେ କହିଲେ ଗଶେଶ୍ୱର ବେହେରା । ବିଗତ ୪ବର୍ଷରେ ବିଜେଡି ସଫଳତା ପାଇଛି, ଲୋକେ କଣ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି । ଇଣ୍ଡିଆ ଟୁଡେର ସର୍ଭେ ରିର୍ପୋଟରେ ଓଡିଶାର ସ୍ଥାନ ଅନେକ ତଳେ । ବିଜେଡିର ସ୍ୱଚ୍ଛ ଶାସନ ନାରା ସବୁଠାରୁ ବଡ ମିଛ ବୋଲି କହିଛନ୍ତି ବିଶେଶ୍ୱର । ସରକାରଙ୍କ ଆଇନ ତା ବାଟରେ ଆଇନ ତା ବାଟରେ ଯାଉଛନ୍ତି ନାରା ପ୍ରତିଫଳିତ ହେଉନି । ରାଜ୍ୟବାସୀଙ୍କୁ କେବଳ ଠକି ଆସିଛି ବିଜେଡି ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking