32.1 C
Bhubaneswar
Thursday, May 2, 2024
Homeଓଡିଶାସମବାୟ ନିର୍ବାଚନ ପାଇଁ ବିଜେଡି କମିଟି

ସମବାୟ ନିର୍ବାଚନ ପାଇଁ ବିଜେଡି କମିଟି

ଭୁବନେଶ୍ୱର :ସମବାୟ ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଭିସି ରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା ପାଇଁ ୭ ଜଣିଆ କମିଟି ଗଠନ । ପ୍ରତାପ ଦେବଙ୍କ ଅଧକ୍ଷତା ରେ କମିଟି ଗଠନ କଲା ବିଜେଡି । କମିଟିରେ ରଣେନ୍ଦ୍ର ପ୍ରତାପ, ସ୍ନେହାଙ୍ଗିନୀ ଛୁରିଆ, ଅତନୁ ସବ୍ୟସାଚୀ ପ୍ରମୁଖ ରହିଛନ୍ତି । ଜିଲ୍ଲା ଓ ଜୋନ୍ ସ୍ତରରେ କମିଟି ଗଠନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ଆସନ୍ତା ୧୯ ଓ ୨୦ ରେ ଦୁଇ ପର୍ଯ୍ୟାୟରେ ହେବ ନିର୍ବାଚନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking