30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନଭେମ୍ବର ୧୦ରେ ବିହାର ରେଜଲ୍ଟ

ନଭେମ୍ବର ୧୦ରେ ବିହାର ରେଜଲ୍ଟ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ତେବେ ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେବ ବୋଲି ସୂଚନା ମିଳିଛି । ଅକ୍ଟୋବର ୧୮, ନଭେମ୍ବର ୩ ଓ ନଭେମ୍ବର ୭ରେ ଭୋଟ ଗ୍ରହଣ ହେବ । ପରେ ନଭେମ୍ବର ୧୦ ତାରିଖରେ ବିହାର ବିଧାନସଭାର ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ତେବେ ବର୍ତ୍ତମାନ ଦେଶରେ କରୋନାର ପ୍ରକୋପ ଜାରି ରହିଛି । ଜୀବନ ଜୀବିକାକୁ ସମାନନ୍ତରାଳ ଭାବରେ ଚଲେଇବା ପାଇଁ ଏବେ ସବୁ କିଛି ଖୋଲାଯାଇଛି । ହେଲେ ଏହାମାନେ ନୁହେଁ କରୋନା ପଳେଇଲା । ବରଂ ଆଗ ଅପେକ୍ଷା ଏବେ ଆହୁରି ସତର୍କ ହେବାକୁ ସରକାର କହୁଛନ୍ତି । କରୋନା ସହିତ ଆହୁରି ଲମ୍ବା ସମୟ ସମସ୍ତଙ୍କୁ ବିତେଇବାର ଅଛି । ସେଥିପାଇଁ ସମସ୍ତେ ସାମାଜିକ ଦୂରତା ପାଳନ ସହ ମୁହଁରେ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking