40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକେନ୍ଦ୍ରର କୄଷି ବିଲ୍‌କୁ ବିରୋଧ : କଳାହାଣ୍ଡି ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

କେନ୍ଦ୍ରର କୄଷି ବିଲ୍‌କୁ ବିରୋଧ : କଳାହାଣ୍ଡି ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

କଳାହାଣ୍ଡି : କେନ୍ଦ୍ରର କୄଷିବିଲ୍‌କୁ ବିରୋଧ କରି କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ସ୍ବରୂପ ଏକ ମଶାଲ ଶୋଭାଯାତ୍ରା ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଟି ହୋଟେଲ ରୟାଲ ପ୍ଯାଲେସ ଠାରୁ ବାହାରି ସହର ପରିକ୍ରମା କରିଥିଲା । ପରେ ତିନିଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ବରିଷ୍ଠ ନେତା ତୁଷାର ପଟ୍ଟଯୋଷୀ , ଦିଗାମ୍ଵର ଦୂରିଆ, ଯୁଵକଂଗ୍ରେସ ର ତ୍ରୀଲୋଚନ ପାଣିଗ୍ରାହୀ, ସାଗର ପଟ୍ଟନାୟକ ସମେତ କୋଭିଡ ନିୟମାନୁସାରେ ୫୦ ଜଣ ଉପସ୍ଥିତ ଥିଲେ କେନ୍ଦ୍ର ସରକାର କୃଷି ବିଲକୁ ଯଦି ପ୍ରତ୍ୟାହାର ନକରନ୍ତି ତାହେଲେ ଆଗାମୀ ଦିନରେ କଂଗ୍ରେସ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବା ନେଇ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking