28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଏନଏମ କର୍ମୀଙ୍କ ଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଏନଏମ କର୍ମୀଙ୍କ ଧାରଣା

ଯାଜପୁର: ଗତ ଅଗଷ୍ଟ ୨୦ ତାରିଖରେ ନିଯୁକ୍ତି ପାଇଥିବା କୋଭିଡ ଏଏନଏମଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୂଚନା ଅନୁସାରେ ଗତ ଅଗଷ୍ଟ ୧୮ ତାରିଖରେ ଜିଲ୍ଲା ମେଡ଼ିକାଲ ପକ୍ଷରୁ ୩୧୧ଟି ଏଏନଏମ ପୋଷ୍ଟ ଜିଲ୍ଲାର ୧୦ଟି ବ୍ଲକ ପାଇଁ ପ୍ରତେହ ୮୫୦ ଟଙ୍କାରେ ୩ ମାସ ପାଇଁ ଚୁକ୍ତି କରିଥିଲେ । କିନ୍ତୁ ମାସଟିଏ ନ ପୁରୁଣୁ ବିନା କୌଣସି ଦରମା ଦେଇ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ସମସ୍ତ ୩୧୧ଜଣ ଏଏନଏମ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ପୁନଃ ନିଯୁକ୍ତି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking