29.1 C
Bhubaneswar
Wednesday, April 24, 2024
Homeଓଡିଶା୧୯ରୁ ଖୋଲିବ ଭିତରକନିକା

୧୯ରୁ ଖୋଲିବ ଭିତରକନିକା

ଭୁବନେଶ୍ୱର: ଦୀର୍ଘ ଦିନ ବନ୍ଦ ରହିବା ପରେ ଆସନ୍ତା ୧୯ ତାରିଖରୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ଲମ୍ବା ସମୟ ପରେ ଏବେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିବ । ଅଭୟାରଣ୍ୟ ଖୋଲିବା ନେଇ ପିସିସିଏଫ ହରିଶଙ୍କର ଉପାଧ୍ୟାୟ ସୂଚନା ପ୍ରଦାନ କରିଛନ୍ତି । କିଛି ଦିନ ପୂର୍ବରୁ ନନ୍ଦନକାନନ ଚିଡିଆଖାନା ମଧ୍ୟ ଖୋଲିଛି । ହେଲେ କୋଭିଡ କଟକଣା ଅନୁସାରେ ଏହା ଖୋଲାଯାଇଛି । ସେହିଭଳି ଭିତରକନିକାରେ ମଧ୍ୟ ପର୍ଯ୍ୟଟକମାନେ ବି କୋଭିଡ କଟକଣା ମାନି ପରିଦର୍ଶନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking