32.1 C
Bhubaneswar
Thursday, March 28, 2024
Homeଅପରାଧଭାଇକୁ ହତ୍ୟା କଲା ଭାଇ

ଭାଇକୁ ହତ୍ୟା କଲା ଭାଇ

ଯାଜପୁର: ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଅଞ୍ଚଳରେ ଏକ ଆମାନବୀୟ ଘଟଣା ଘଟିଛି । ସମ୍ପତି ପାଇଁ ଭାଇ ଭଗାରୀ ସାଜିଛି ଭାଇ ପରିଶେଷରେ ଭାଇକୁ ଷଡଯନ୍ତ୍ର କରି ହତ୍ୟା କରିଛି ଭାଇ କିନ୍ତୁ ଷଡଯନ୍ତ୍ରକୁ ପୋଲିସ ଖୁଲାସା କରି ହତ୍ୟାକାରୀ ଭାଇକୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ପଠାଇଛି । ବାଲିଚନ୍ଦ୍ରପୁର ଥାନର ବନମାଲୀପୁର ଗ୍ରାମ ନିକଟ ନଦୀ ବନ୍ଧ ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଏକ ଯୁବକର ମୁତ ଦେହ ଉଦ୍ଧାର କରି ତଦନ୍ତ ଚଳାଇ ଥିଲା ପୋଲିସ । ଏହା ଏକ ହତ୍ୟା କାଣ୍ଡ ବୋଲି ଜଣା ପଡିଲା ପରେ ପୋଲିସ ଛାନଭିନ ତଦନ୍ତ କରି ହତ୍ୟାକାରୀକୁ ଧରିବାରେ ସଫଳ ହୋଇ ଥିଲା ଯୁବକକୁ ନିର୍ମମ ଭାବରେ ସୁକପ୍ପଳିତ ହତ୍ୟା କାଣ୍ଡ ବୋଲି ଜଣାଯାଇଛି । ମୁତକ ଯୁବକର ନାମ ଉଛବ ସେଠି ବୋଲି ଜଣା ଯାଇଛି । ତାର ସମ୍ପକୀୟ ଭାଇ ପ୍ରଶାନ୍ତ ସେଠିପାରିବାରିକ ଶତ୍ରୁତାକୁ ନେଇ ଏପରି କାଣ୍ଡ ଭିଆଇଛି ବୋଲି କୁହାଯାଉଛି । ଆସାମୀ ଠରୁ ଏକ ମାରାଣାସ୍ତ୍ୱ ଜବତ କରିଛି । ଏକ ମାମଲା ରୁଜୁ କରି ଚଣ୍ଡିଖୋଲ କୋର୍ଟ କୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking