28.1 C
Bhubaneswar
Wednesday, April 24, 2024
Homeଓଡିଶାଅବହେଳା କଲେ ବଢିବ ସଂକ୍ରମଣ

ଅବହେଳା କଲେ ବଢିବ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ତାଜା ସୂଚନା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ୧୧ରୁ ୨୫ ମଧ୍ୟରେ ଦୈନିକ ପାଖାପାଖି ୪୨୦୦ ସଂକ୍ରମିତ ହୋଇଛନ୍ତି । ସେପ୍ଟେମ୍ବର ୨୫ ପରଠାରୁ ସଂକ୍ରମଣ ହାର କମିବା ଆରମ୍ଭ କରିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୨୫୦୦ ଭିତରେ ରହିଛି । ରାଜ୍ୟରେ ଟେଷ୍ଟିଂ କମିନି, ବର୍ଷା ପାଇଁ ସାମ୍ପଲ ସଂଗ୍ରହ ସାମାନ୍ୟ କମିଛି ବୋଲି ସେ କହିଛନ୍ତି । ଏବେ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ ନେଇ ଲକ୍ଷ୍ୟ ରଖାଯାଇଛି । ପଜିଟିଭିଟି ହାର ୫ ପ୍ରତିଶତରୁ କମ; ପୂଜା ଆସୁଛି ସେଥିପାଇଁ ଏବେ ଅଧିକ ସଚେତନ ଦରକାର । ଯଦି ଲୋକେ ଅବହେଳା କରିବେ ତାହେଲେ ସଂକ୍ରମଣ ପୁଣି ବଢିବ । ମୃତ୍ୟୁହାର ବଢୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking