34.1 C
Bhubaneswar
Thursday, March 20, 2025
Homeଓଡିଶାଭକ୍ତଙ୍କ ନୂଆ ଗେମ ପ୍ଲାନ

ଭକ୍ତଙ୍କ ନୂଆ ଗେମ ପ୍ଲାନ

ଭୁବନେଶ୍ୱର : ଭୁବନେଶ୍ୱରକୁ ଆସିବା ପୂର୍ୱରୁ ପିସିସି ସଭାପତି ବଡ ଗେମ  ପ୍ଲାନ କରିଛନ୍ତି । ୧୮ ତାରିଖରୁ  ସଂକଳ୍ପ ଯାତ୍ରା କରିବ କଂଗ୍ରେସ । ଭୁବନେଶ୍ୱରରୁ ପୁରୀକୁ ସଂକଳ୍ପ ଯାତ୍ରା କରିବେ  କଂଗ୍ରେସ ନେତା । ସଂକଳ୍ପ ଯାତ୍ରା ପାଇଁ ୧୬ ଜଣିଆ କମିଟି ଘୋଷଣା କରିଛି । ତାଲିକାର ଦ୍ୱିତୀୟରେ ପ୍ରମୁଖ ପ୍ରତିଦ୍ୱନ୍ଦୀ ମହମ୍ମଦ ମୋକିଙ୍କ ନାଁ । ଦଳ ଛାଡିଥିବା ନେତାଙ୍କୁ ଫେରାଇ ଆଣିବାକୁ ଶୀଘ୍ର ଜାରି ହୋଇପାରେ  ସର୍ୱକ୍ଷମା  ଅନୁରୋଧ ପତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking