37.1 C
Bhubaneswar
Monday, May 20, 2024
Homeବଲିଉଡରିଲିଜ୍ ପୂର୍ବରୁ ପ୍ରଭାସଙ୍କ ‘ସାଲାର୍’ ସଲମାନ-ଶାହାରୁଖଙ୍କ ‘ଟାଇଗର’ ‘ଡିଙ୍କି’କୁ ପଛରେ ପକେଇ ଦେଲା

ରିଲିଜ୍ ପୂର୍ବରୁ ପ୍ରଭାସଙ୍କ ‘ସାଲାର୍’ ସଲମାନ-ଶାହାରୁଖଙ୍କ ‘ଟାଇଗର’ ‘ଡିଙ୍କି’କୁ ପଛରେ ପକେଇ ଦେଲା

ମୁମ୍ବାଇ : ଚଳିତ ନଭେମ୍ବର ଏବଂ ଡିସେମ୍ବର ଚଳଚ୍ଚିତ୍ର ଶିଳ୍ପ ପାଇଁ ଖୁବ ଖାସ ହେବାକୁ ଯାଉଛି ଏହି ଦୁଇ ମାସ ମଧ୍ୟରେ ଅନେକ ବଡ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ଏଥିରେ ପ୍ରଭାସଙ୍କସାଲାର ପାର୍ଟ-1 ‘,  ସଲମାନ ଖାନଙ୍କ ଟାଇଗର-3”, ଶାହାରୁଖ ଖାନଙ୍କଡିଙ୍କିଅନ୍ତର୍ଭୁକ୍ତ   ‘ପୁଷ୍ପା କଥା ମଧ୍ୟ ଆଲୋଚନାରେ ଅଛି ଯାହା ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ। ଏଭଳି ପରିସ୍ଥିତିରେ, ‘ବୁକ୍ ମାଇ ସୋଆପ୍ ରେ ଏହି ସମସ୍ତ ସିନେମା ମଧ୍ୟରୁ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତସାଲାର୍ଚଳଚ୍ଚିତ୍ର ସବୁଠାରୁ ଆଗରେ ଅଛି ପ୍ରଭାସଙ୍କ ଅଭିନୀତ ତଥା ପ୍ରଶାନ୍ତ ନୀଲ ନିର୍ଦ୍ଦେଶିତ ଚଳଚ୍ଚିତ୍ରସାଲାର-1’ ଡିସେମ୍ବର ୨୨ ରେ ମୁକ୍ତିଲାଭ କରିବାକୁ ଯାଉଛି ଏହାର ଆକ୍ସନ୍ପ୍ୟାକ୍ଡ଼ ଟିଜର ଖୁବ ଦମଦାର ହେଇଛି  ଯାହା ଫିଲ୍ମ ବିଷୟରେ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ସୃଷ୍ଟି କରିଛି ବର୍ତ୍ତମାନ ଟିଜର ରିଲିଜ୍ ହେବା ପରଠାରୁ ଦର୍ଶକ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ଏବଂ ଏହାର ପ୍ରମାଣ ଭାରତର ସର୍ବବୃହତ ଡିଜିଟାଲ ଟିକେଟ୍ ବୁକିଂ ଆପ୍ବୁକ୍ ମାଇ ସୋରେ ଦେଖିବାକୁ ମିଳିଛି ଯେଉଁଠାରେ ଏହି ଫିଲ୍ମକୁ ବହୁ ପ୍ରତିକ୍ଷିତ ତାଲିକାରେ ସ୍ଥାନିତ କରିଛି ଏହା ଅନ୍ୟ ସମସ୍ତ ପ୍ରମୁଖ ଫିଲ୍ମକୁ ପଛରେ ପକାଇଦେଇଛି

ବୁକ୍ ମାଇ ଶୋ ଆପ୍ ରେ ଚଳଚ୍ଚିତ୍ର ରିଲିଜ ପାଇଁ  ଆଗ୍ରହୀ ଦର୍ଶକଙ୍କ ସଂଖ୍ୟା ଦେଖାଇଥାଏ ଏହି  ତାଲିକାରେ ପ୍ରଭାସଙ୍କ ସାଲାର୍ ରିଲିଜ୍ ପାଇଁ ୪୨୯.  ହଜାର ଲୋକ ଆଗ୍ରହୀ ଅଛନ୍ତି ୨୭୧.  ହଜାର ଲୋକ ସଲମାନ ଖାନଙ୍କଟାଇଗର 3’ ପ୍ରତି ଆଗ୍ରହ ଦେଖାଇଥିବାବେଳେ ୧୨୦. ହଜାର ଲୋକ ଅଲୁ ଅର୍ଜୁନଙ୍କପୁଷ୍ପା 2: ପ୍ରତି ଆଗ୍ରହ ଦେଖାଇଛନ୍ତି ଏବଂ ୯୭. ହଜାର ଲୋକ ଶାହାରୁଖ ଖାନଙ୍କଡିଙ୍କିପ୍ରତି ଆଗ୍ରହ ଦେଖାଇଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking