28.3 C
Bhubaneswar
Saturday, June 27, 2026
Homeଓଡିଶାରାସ୍ତା ପାଇଁ ବରଗଡ଼ ଗ୍ରାମବାସୀଙ୍କ ଧାରଣା

ରାସ୍ତା ପାଇଁ ବରଗଡ଼ ଗ୍ରାମବାସୀଙ୍କ ଧାରଣା

ବରଗଡ଼: ରାସ୍ତା ପାଇଁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା। ଯେପର୍ଯ୍ୟନ୍ତ ଦାବି ପୁରଣ ନହୋଇଛି ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ ଧରିଛନ୍ତି ବରଗଡ଼ ଜିଲ୍ଲା ତୁକଲା ଗାଁର ବାସିନ୍ଦା। ଆଉ ସେଥିପାଇଁ ସାଙ୍ଗରେ ଧରି ଆସିଛନ୍ତି ଚାଉଳ, ଡାଲି ଓ ରୋଷେଇ ସାମଗ୍ରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରୋଷେଇ କରି ଖାଇବେ, ଆଉ ଧାରଣା ଜାରି ରଖିବେ। ତୁକଲା ଗାଁକୁ ଯିବା ପାଇଁ ରାସ୍ତା ନାହିଁ । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜନପ୍ରତିନିଧି କି ପ୍ରଶାସନିକ ଅଧିକାରୀ କେହି ନଶୁଣିବାରୁ ବାଧ୍ୟ ହୋଇ ଧାରଣାରେ ବସିଥିବା ଗ୍ରାମବାସୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking