40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ କଡା ଚେତାବନୀ

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ କଡା ଚେତାବନୀ

ନୂଆଦିଲ୍ଲୀ : ମନ୍ଦିର ଭାଙ୍ଗିବା ଓ ଦୁର୍ଗାପୂଜାରେ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ କଡା ଚେତାବନୀ ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଏଭଳି ହିଂସାକାଣ୍ଡ ଘଟାଉଥିବା ଲୋକମାନଙ୍କୁ ଖୋଜି ବାହାର କରାଯିବ । ଆଉ ତାଙ୍କୁ କଠୋର ଦଣ୍ଡ ଦିଆଯିବ । ଏ ନେଇ ବାଂଲାଦେଶ ସରକାର ପ୍ରତିଶୃତି ଦେଇଛନ୍ତି ।

ସୂଚନା ଅନୁଯାୟୀ ଦୁର୍ଗାପୂଜା ଉତ୍ସବ ବେଳ ଦୁର୍ଗା ପେଣ୍ଡାଲ ଉପରେ କିଛି ଦୃର୍ବୁତ୍ତ ଆକ୍ରମଣ କରିଥିଲେ । ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ ହିଂସା ହୋଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ହାସିନ ୨୨ଟି ଜିଲ୍ଲାରେ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ କରିଛନ୍ତି । ଭାରତରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking