27.1 C
Bhubaneswar
Tuesday, May 12, 2026
Homeଓଡିଶାରାସ୍ତାରୁ ଶିଶୁପୁତ୍ର ଉଦ୍ଧାର

ରାସ୍ତାରୁ ଶିଶୁପୁତ୍ର ଉଦ୍ଧାର

ବରଗଡ଼: ବରଗଡ଼ ସଦର ଥାନା ପୋଲିସ ସୋମବାର ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି। ବରଗଡ଼- ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖ ଏକ ଚା’ ଦୋକାନ ନିକଟରେ ବୁଲାବୁଲି କରୁଥିବା ସମୟରେ ଶିଶୁ ଉଦ୍ଧାର ହୋଇଛି। ଶିଶୁକୁ ପୋଲିସ ଉଦ୍ଧାର କରି ଆଣି ବରଗଡ଼ ସଦର ଥାନାରେ ରଖିଛି। ତେବେ ଶିଶୁ ଜଣକ ସମ୍ପୂର୍ଣ୍ଣ ପରିଚୟ ଦେଇପାରୁନାହିଁ। କେବଳ ବରଗଡ଼ ବୋଲି ଶିଶୁ କହୁଛି। ପୋଲିସ ଶିଶୁର ପରିଚୟ ଖୋଜୁଛି। ଉଦ୍ଧାର ଶିଶୁର ପରିଚୟ ଜାଣିଲେ ବରଗଡ଼ ସଦର ଥାନାକୁ ତୁରନ୍ତ ଜଣାଇବା ପାଇଁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking