38.1 C
Bhubaneswar
Friday, April 26, 2024
Homeଓଡିଶା୮ ଏଏସପିଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି

୮ ଏଏସପିଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଆଜି ରାଜ୍ୟର ୮ ଜଣ ଏଏସପିଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି କରାଯାଇଛି ।
ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ହରେକୃଷ୍ଣ ବେହେରା, ପ୍ରତାପ କୁମାର ସ୍ୱାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରାଣା, ଯଶୋବନ୍ତ ସେନାପତି, ପ୍ରଦୀପ କୁମାର ଦାସ ଓ ମନୋଜ କୁମାର ମହାନ୍ତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking