35.3 C
Bhubaneswar
Saturday, July 11, 2026
Homeଓଡିଶାଲାଞ୍ଚ ନେଇ ବନ୍ଧାହେଲେ ଏଏସ୍‌ଆଇ

ଲାଞ୍ଚ ନେଇ ବନ୍ଧାହେଲେ ଏଏସ୍‌ଆଇ

ଖୋର୍ଦ୍ଧା : ଲାଞ୍ଚ ନେଇ ବନ୍ଧାହେଲେ ଏଏସ୍‌ଆଇ। ଖୋର୍ଦ୍ଧା ନାଚୁଣୀ ଥାନା ଏଏସ୍‌ଆଇ ଅକ୍ଷୟ କୁମାର ସେଠୀ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏକ ଜମିଜମା ମାମଲାରେ ରଫାଦଫା ଲାଗି ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅଭିଯୋଗକାରୀ ଜଣକ ଏଏସ୍‌ଆଇଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking