35.3 C
Bhubaneswar
Saturday, July 11, 2026
Homeଓଡିଶାଭ୍ରୁଣହତ୍ୟା: କ୍ଲିନିକ ମାଲିକଙ୍କ ସହ ମ୍ୟାନେଜରଙ୍କୁ ଗିରଫ

ଭ୍ରୁଣହତ୍ୟା: କ୍ଲିନିକ ମାଲିକଙ୍କ ସହ ମ୍ୟାନେଜରଙ୍କୁ ଗିରଫ

ବାଲେଶ୍ବର: ଭ୍ରୁଣ ହତ୍ୟା ଅଭିଯୋଗରେ ବାଲେଶ୍ବରର ଏକ ଘରୋଇ କ୍ଲିନିକ୍‌ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ। ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ମିଳିତ ଚଢ଼ାଉ କରିଛନ୍ତି। ଅଭିଯୋଗ ଆଧାରରେ ନର୍ସିଂହୋମରେ ଭ୍ରୁଣହତ୍ୟା ଏବଂ ବେଆଇନ ଅଲ୍‌ଟ୍ରାସାଉଣ୍ଡ କରାଯାଉଥିବା ନେଇ ପ୍ରମାଣ ପାଇଛି ପ୍ରଶାସନ। ଘଟଣାରେ କ୍ଲିନିକ ମାଲିକଙ୍କ ସହ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking