ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ। ମଙ୍ଗଳପୁର ଟସର ଫାର୍ମରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଦେହ ଗଛ ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ଲୋକ ମାନେ ସୁକିନ୍ଦା ପୋଲିସ୍ କୁ ଖବର ଦେବା ପରେ ଘଟଣା ସ୍ଥଳରେ ସୁକିନ୍ଦା ପୋଲିସ୍ ପଂହଚି ତଦନ୍ତ ଆରମ୍ଭ କରିଛି । ତେବେ ବୃଦ୍ଧଙ୍କ ମୃତ୍ୟୁକଙ୍କ ନାମ ସାମ ଲେଙ୍କା ବୋଲି ଜଣାପଡିଛି ମଙ୍ଗଳପୁର ଗ୍ରାମର। ସାମ ଲେଙ୍କା ଜଣେ ମାନସିକ ରୋଗୀ ହୋଇଥିବା ତାଙ୍କ ପୁଅ କହିଥିବା ବେଳେ ସେ ପୂର୍ବରୁ ମଧ୍ୟ ବହୁ ବାର ଆତ୍ମ ହତ୍ୟା କରିବା ପାଇଁ ଉଦ୍ୟାମ କରିଥିବା ତାଙ୍କ ପୁଅ କହିଛନ୍ତି lଏହାକୁ ପୋଲିସ ଶବକୁ ଜବତ୍ କରି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବେବଛେଦ ପାଇଁ ପଠାଯାଇଥିଲେ ।