29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆମେରିକା: ବିମାନ ଦୁର୍ଘଟଣାରେ ୨ ପାଇଲଟ୍ ମୃତ

ଆମେରିକା: ବିମାନ ଦୁର୍ଘଟଣାରେ ୨ ପାଇଲଟ୍ ମୃତ

ୱାଶିଂଟନ: ଆମେରିକାର ନେଭାଡା ପ୍ରଦେଶରେ ରବିବାର ଏୟାର ରେସିଂ ଚାଲିଥିବାବେଳେ ଦୁଇଟି କ୍ଷୁଦ୍ର ବିମାନ ମଧ୍ୟରେ ଧକ୍କା ହେବାରୁ ଉଭୟ ବିମାନର ପାଇଲଟ୍ ପ୍ରାଣ ହରାଇଛନ୍ତି । ଗୋଟିଏ ଇଞ୍ଜିନ ବିଶିଷ୍ଟ ଏହି ବିମାନ ଅବତରଣ କରିବା ସମୟରେ ପରସ୍ପର ସହ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣାପରେ ରେସିଂ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking