ପାରାଦୀପ : ଏକ୍ସପାୟାରୀ ବଟିକା ଖାଇ ସ୍କୁଲ ପିଲା ଅସୁସ୍ଥ । ୩୦ ଅଧିକ ସ୍କୁଲ ପିଲା ଅସୁସ୍ଥ ହୋଇଛନ୍ତି । ଅଠରବାଙ୍କୀ ତଳପଡା ୟୁପି ସ୍କୁଲୀା ଏହି ଘଟଣା ଘଟିଛି । ତେବେ ଅସୁସ୍ଥଙ୍କୁ ଅଠରବାଙ୍କୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।