ମହାଜନୀ କାରବାର ମାମଲା : ଆଉ ୩ ଗିରଫ
ଭୁବନେଶ୍ୱର : ପଦ୍ମକେଶରୀପୁର ମହାଜନୀ କାରବାର ମାମଲା । ମେଡି ଡନ୍ ସମେତ ସାହୁକାର ଏବଂ ଜଣେ ସର୍ଦ୍ଦାର ଗିରଫ । ଏ ବିଷୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜିସିପି ପ୍ରତିକ ସିଂ । ମଞ୍ଚେଶ୍ୱର ଥାନା ପୋଲିସ ଦ୍ୱାରା ୩ ସୁଧ ବେପାରୀ ଗିପଫ । ତେବେ ଏଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ, ଏବେ ଗିରଫଦାରୀ ୯କୁ ବୃଦ୍ଧି ପାଇଛି । ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ୩ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed