26.3 C
Bhubaneswar
Friday, March 28, 2025
Homeଅପରାଧମହାଜନୀ କାରବାର ମାମଲା : ଆଉ ୩ ଗିରଫ

ମହାଜନୀ କାରବାର ମାମଲା : ଆଉ ୩ ଗିରଫ

ଭୁବନେଶ୍ୱର : ପଦ୍ମକେଶରୀପୁର ମହାଜନୀ କାରବାର ମାମଲା । ମେଡି ଡନ୍ ସମେତ ସାହୁକାର ଏବଂ ଜଣେ ସର୍ଦ୍ଦାର ଗିରଫ । ଏ ବିଷୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜିସିପି ପ୍ରତିକ ସିଂ । ମଞ୍ଚେଶ୍ୱର ଥାନା ପୋଲିସ ଦ୍ୱାରା ୩ ସୁଧ ବେପାରୀ ଗିପଫ । ତେବେ ଏଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିଲେ, ଏବେ ଗିରଫଦାରୀ ୯କୁ ବୃଦ୍ଧି ପାଇଛି ।

୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ୩ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking