32.2 C
Bhubaneswar
Monday, June 29, 2026
Homeଓଡିଶା୨୦ ହଜାରରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ

୨୦ ହଜାରରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ

ସାଲେପୁର : ସାଲେପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମର ରୁବିନା ସାମଲ ନିଜର ଦୁଇବର୍ଷର ଶିଶିପୁତ୍ରକୁ ୨୦ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳରେ ବିକ୍ରୀ କରିଦେଇ ଥିବା ନେଇ ରୁବିନାଙ୍କ ଶଶୁର ରାହାସ ସାମଲ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ରାହାସ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ବୋହୂ ରୁବିନା ଆଜକୁ ପ୍ରାୟ ଏକ ବର୍ଷ ହେବ ଦୁଇ ବର୍ଷର ନାତିକୁ ସାଙ୍ଗରେ ନେଇ ଅନ୍ୟତ୍ର ରହୁଛନ୍ତି। ଗତ କିଛି ଦିନ ହେବ ସେ ମୋ ନାତିକୁ କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳର ଜଣକୁ ୨୦ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ରାହାସ ଅଭିଯୋଗ କରିଛନ୍ତି। ମୋ ବୋହୂ ଅନ୍ୟତ୍ର ଦିତୀୟ ବିବାହ କରିଥିବାରୁ ଏପରି କରିଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking