37.2 C
Bhubaneswar
Friday, April 19, 2024
Homeଓଡିଶାଆସନ୍ତାକାଲିଠୁ ପୋଲିସ ହକି ପ୍ରତିଯୋଗିତା ୨୦୧୯

ଆସନ୍ତାକାଲିଠୁ ପୋଲିସ ହକି ପ୍ରତିଯୋଗିତା ୨୦୧୯

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱର ଠାରେ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆୟୋଜନ କରାଯାଇଛି । ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆସନ୍ତା ୧୬ ରୁ ୨୪ଯାଏଁ ଚାଲିବ । କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳରୁ ଅନ୍ୟୁନ ୨୫ଟି ଦଳ ଓ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ସବୁ ଲିଗ କମ ନକ ଆଉଟ ଆଧାରରେ ଖେଳାଯିବ । ସର୍ବଭାରତୀୟ ପୋଲିସ କଣେ୍‌ଟ୍ରାଲ ବୋର୍ଡ଼ର ଦିଗଦର୍ଶନରେ ଏହି ପ୍ରତିଯୋଗିତା ଓଡ଼ିଶା ପୋଲିସ ଦ୍ୱାରା ଆୟୋଜନ କରାଯାଉଛି ।
ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ମାକ୍ସଟ”ଓଲି ‘କୁ ଏହି ପ୍ରତିଯୋଗିତାର ମାକ୍ସଟ ଭାବେ ଗ୍ରହଣ କରାଯାଇଛି । ପ୍ରତିଯୋଗିତାର କ୍ୱାଟର ଓ ସେମି ଫାଇନାଲ ମ୍ୟାଚ ସବୁ ଆସନ୍ତା ୨୧ ଠାରୁ ଖେଳାଯିବ । ଏହା ପରେ ଫାଇନାଲ ମ୍ୟାଚ ଆସନ୍ତା ୨୪ ତାରିଖରେ ଖୋଳଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking