36.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ

ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ

ମୁମ୍ବାଇ: ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି। ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିବା ମାତ୍ର ଗୋଟିଏ ଘଣ୍ଟା ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିଛି। ଓକିଲ ଆଡଭୋକେଟ୍ ମଙ୍ଗଳା ୱାଘେ କହିଛନ୍ତି, “ଆଜି ବମ୍ବେ ହାଇକୋର୍ଟକୁ ବୋମା ମାଡ଼ ଧମକ ମିଳିଛି। ତେଣୁ, କୋର୍ଟ ଖାଲି କରାଯାଇଛି, ପୋଲିସ ଏହାର ତଦନ୍ତ କରୁଛି।” ଦିଲ୍ଲୀ ଏବଂ ବମ୍ବେ ହାଇକୋର୍ଟକୁ ବୋମା ମାଡ଼ ଧମକ ମିଳିବ ପରେ ସର୍ଚ୍ଚ ଅପରେସନ୍ ସମୟରେ ପୋଲିସ ଏବଂ ସୁରକ୍ଷା କର୍ମୀମାନେ ଦିଲ୍ଲୀ କିମ୍ବା ବମ୍ବେ ହାଇକୋର୍ଟ ପରିସରରେ କୌଣସି ସନ୍ଦିଗ୍ଧ ଜିନିଷ ପାଇ ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking