28.1 C
Bhubaneswar
Friday, March 29, 2024
Homeଓଡିଶା୫ଟି ଜିଲ୍ଲାରେ ବର୍ଷାର ସମ୍ଭାବନା

୫ଟି ଜିଲ୍ଲାରେ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ପ୍ରତିବର୍ଷ ନଭେମ୍ବର ବେଳକୁ ରଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହୁଏ | ହେଲେ ଏଥର ଡିସେମ୍ବର ଅଧା ହେଲାଣି ଏଯାଏଁ ରାଜ୍ୟରେ ଶୀତର ପ୍ରକୋପ ନାହିଁ । ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆଗକୁ ପାରଦ ଖସିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୁନ୍ଦରଗଡ, ଦେବଗଡ, ଅନୁଗୋଳ, କେନ୍ଦୁଝର ଓ ମୟୁରଭଞ୍ଜରେ ସ୍ବଳ୍ପ ପରିମାଣର ବର୍ଷା ହେବ । ବାକି ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ ।
ସେହିପରି ଆସନ୍ତା ୩ ଦିନ ଉତ୍ତର ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ କୁହୁଡି ହେବ । ୧୬ ତାରିଖ ପରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking