28.1 C
Bhubaneswar
Thursday, May 2, 2024
Homeବଲିଉଡଫିଲ୍ମ ଆର ଆର ଆରକୁ ନେଇ ଆଲିଆ ରାଗିଗଲେ, କଲେ ଏମିତି କାମ....

ଫିଲ୍ମ ଆର ଆର ଆରକୁ ନେଇ ଆଲିଆ ରାଗିଗଲେ, କଲେ ଏମିତି କାମ….

ମୁମ୍ବାଇ : ବଲିଉଡ ଆକ୍ଟ୍ରେସ ଆଲିଆ ଭଟ୍ଟଙ୍କୁ ନେଇ ଏକ ଖବର ସାମନାକୁ ଆସିଛି । ଶୁଣିବାକୁ ମିଳୁଛି କି ଆରଆରଆର ଡାଇରେକ୍ଟର ରାଜାମୌଲିଙ୍କ ଉପରେ ରାଗି ଖପ୍ପା ହୋଇଛନ୍ତି ଏହି ଆକ୍ଟ୍ରେସ ଜଣକ । ଏମିତିକି ଆଲିଆ ରାଜାମୌଲିଙ୍କୁ ଇନଷ୍ଟାଗ୍ରାମରୁ ବି ଅନଫଲୋ କରିଛନ୍ତି । ଆଲିଆ ନିଜ ଇନଷ୍ଟାଗ୍ରାମ ପେଜରୁ ଆରଆରଆର ସହ ଯୋଡା ସମସ୍ତ ପୋଷ୍ଟ ଡିଲିଟ କରିଛନ୍ତି ।

ଖବର ମୁତାବକ ଆଲିଆ ଭଟ୍ଟ ଡାଇରେକ୍ଟରଙ୍କ ଉପରେ ରାଗିଯାଇଛନ୍ତି । ଫିଲ୍ମର ଫାଇନାଲ କଟରେ ମିଳିଥିବା କମ ସ୍କ୍ରିନ ସ୍ପେସ ପାଇଁ ଆଲିଆ ରାଗ କରିଛନ୍ତି । ନିଜ ଛୋଟିଆ ଭୂମିକାକୁ ନେଇ ନାଖୁସ ଅଛନ୍ତି ଏହି ଟ୍ୟାଲେଣ୍ଟେଡ ଆକ୍ଟ୍ରେସ । ଏମିତିବି ଶୁଣିବାକୁ ମିଳୁଛି କି ଆଲିଆ ଡାଇରେକ୍ଟର ରାଜାମୌଲିଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ ବି କରିଦେଇଛନ୍ତି । ଯଦିଓ ଏହାର କୌଣସି ସତ୍ୟତା ନାହିଁ କିନ୍ତୁ ଏହା ସତ ଯେ ଆରଆରଆରର ସମସ୍ତ ପୋଷ୍ଟକୁ ଡିଲିଟ କରିଛନ୍ତି ଆଲିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking