27.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଆକାଶ ଅମ୍ବାନୀ ହେଲେ ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ

ଆକାଶ ଅମ୍ବାନୀ ହେଲେ ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ

ମୁମ୍ବାଇ: ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ ଭାବେ ଆକାଶ ଅମ୍ବାନୀ ନିଯୁକ୍ତ ହୋଇଛନ୍ତି। ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପୁଅକୁ ନିଯୁକ୍ତି ମିଳିଛି। କମ୍ପାନୀର ବୋର୍ଡ ମିଟିଙ୍ଗରେ ଆକାଶଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଜିଓ ଦେଶର ଅଗ୍ରଣୀ ୪ଜି ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଅଟେ । ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ମୁକେଶ ଅମ୍ବାନୀ ଧନୀ ସୂଚୀରେ ଶୀର୍ଷରେ ରହୁଥିଲେ । ହେଲେ କିଛି ଦିନ ହେବ ଧନୀ ତାଲିକାରେ ତଳକୁ ଖସୁଛନ୍ତି । ଶୀର୍ଷରେ ଆଦାନୀ ଓ ଅନ୍ୟ କମ୍ପାନୀ ରହିଛନ୍ତି । ପୁଣିଥରେ ନିଜ ପୂରୁଣା ସ୍ଥିତିକୁ ଫେରିବା ପାଇଁ ନୂଆ ଋଣନୀତି ପ୍ରସ୍ତୁତ କରିଛନ୍ତି ଅମ୍ବାନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking