ଆଦିତ୍ୟ ଦାସ ମୃତ୍ୟୁ ମାମଲା ; ରିପୋର୍ଟ ଦେଇପାରିଲାନି କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର:ବହୁଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲା ପୁଣି ନେଇଛି ନୂଆ ମୋଡ଼ । କ୍ରାଇମ୍‌ବ୍ରାଞ୍ଚ ଉପରେ ଷ୍ଟାଟସ୍ ରିପୋର୍ଟ ଦେଇପାରି ନଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ୧୧ ତାରିଖ ସୁଧା ଷ୍ଟାଟସ ରିପୋର୍ଟ ଦେବାକୁ ହାଇକୋର୍ଟ କ୍ରାଇମବ୍ରଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଅସନ୍ତା ଶୁଣାଣୀ ୧୧ ତାରିଖ ଦିନ ହେବା ସୂଚନାଥାଉକି କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here