27.1 C
Bhubaneswar
Friday, March 28, 2025
Homeଓଡିଶାକଂଗ୍ରେସ ବିଧାୟକଙ୍କ ପ୍ରତି ଆକ୍ସନ ଶୋଭନୀୟ ନୁହେଁ: ପ୍ରମିଳା

କଂଗ୍ରେସ ବିଧାୟକଙ୍କ ପ୍ରତି ଆକ୍ସନ ଶୋଭନୀୟ ନୁହେଁ: ପ୍ରମିଳା

ଭୁବନେଶ୍ୱର : କଂଗ୍ରେସ ବିଧାୟକଙ୍କ  ପ୍ରତି  ଆକ୍ସନ ଶୋଭନୀୟ ନୁହେଁ । ୧୨ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , କଂଗ୍ରେସ ଆଚରଣ ଓ ଉଚ୍ଚାରଣ ଆମେ ପସନ୍ଦ  କରୁନୁ  । ବିରୋଧୀ ଦଳର କଣ୍ଠରୋଧ କରୁଛନ୍ତି । ଏହା ଶୁଭଙ୍କର ନୁହେଁ । ଆଲୋଚନାକୁ ଡାକନ୍ତୁ  ନିଷ୍ପତ୍ତିର ପୁନଃ ବିଚାର କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking