33.8 C
Bhubaneswar
Tuesday, April 14, 2026
Homeଓଡିଶାଆସନ୍ତାକାଲିଠୁ ‘ଓଡିଶା ଜନତା କଂଗ୍ରେସ’

ଆସନ୍ତାକାଲିଠୁ ‘ଓଡିଶା ଜନତା କଂଗ୍ରେସ’

ଭୁବନେଶ୍ୱର: ଆସିବା ପାଇଁ ଯାଉଛି ପୂର୍ବତନ କଟକ ବାରବାଟୀ ବିଧାୟକ ମବମ୍ମଦ ମୋକିମଙ୍କର ଓଡିଶା ଜନତା କଂଗ୍ରେସ ଏଥିପାଇଁ ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବଡ ସମାବେଶରେ ଆୟୋଜିତ କରାଯାଇଛି । ବିଜେଡି, କଂଗ୍ରେସର କିଛି ନେତା ଏଥିରେ ସାମିଲ ହୋଇପାରନ୍ତି, ଆଜି ସଭାସ୍ଥଳ ପରିଦର୍ଶନ କରି ବଡ ବୟାନ ଦେଇଛନ୍ତି ମୋକିମ । ରାଜ୍ୟର ଜେନ ଜି ମାନେ ଏଥିରେ ସାମି ଲ । ହେବେ । ଅନେକ ବଡ ବଡ ନେତା ତାଙ୍କ ସଂପର୍କରେ ରହିଛନ୍ତି । ବିକଳ୍ପ ଦଳ ଭାବରେ ନୂଆ ପରିଚୟ ସୃଷ୍ଟି କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking