36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଆନ୍ଧ୍ରରେ ଦୁର୍ଘଟଣା : ୪ ଓଡିଆ ମୃତ

ଆନ୍ଧ୍ରରେ ଦୁର୍ଘଟଣା : ୪ ଓଡିଆ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଦୁର୍ଘଟଣା ଓଡିଆରୁ ୪ ମୃତ ସୂଚନା । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଦୁର୍ଘଟଣା । ଲରି ସହ ଧକ୍କା ହେଲା ଆମ୍ବୁଲାନ୍ସ , ୪ ମୃତ , ଅନ୍ୟ ୩ ଗୁଗୁତର । ଆନ୍ଧ୍ର ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୃତକ ୪ ଜଣ ଓଡିଶାର । ରୋଗୀ ଧରି ବେଙ୍ଗାଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଦୁର୍ଘଟଣା । ପୁଥଲପାଟ – ନାଇଡୁପେଟା ଏନ୍ଏଚ୍ ରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଲରି । ଘଟଣା ସ୍ଥଳରେ ୪ ଜମଙ୍କର ମୃତ ଘଟିଥିବା ବେଳେ ୩ ଜଣ ଗୁରୁତର । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଥିବା ସୂଚନା । ତେବେ ମୃତାହତମାନଙ୍କ ଘର ଓଡିଶାରେ କେଉଁଠି , ସ୍ପଷ୍ଟ ହୋଇପାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking