13.1 C
Bhubaneswar
Saturday, January 17, 2026
Homeଓଡିଶାକାର୍‌-ବାଇକ୍ ଧକ୍କା, ୩ ମୃତ

କାର୍‌-ବାଇକ୍ ଧକ୍କା, ୩ ମୃତ

ଭୁବନେଶ୍ଵର: ରାଜଧାନୀରେ ପୁଣି ଦୁର୍ଘଟଣା। ବଡଗଡ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଅଭାବନୀୟ ଘଟଣା ଘଟିଛି। କାର୍ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଟଙ୍କପାଣି ରୋଡରେ ଆଜି ସକାଳୁ ଏକ କାର୍ ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ବଡଗଡ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking