34.1 C
Bhubaneswar
Thursday, March 20, 2025
Homeଓଡିଶାଦ୍ରୁତ ଗତିରେ ଆସି ଘରେ  ପଶିଲା ବିଏମଡବ୍ଲ୍ୟୁ

ଦ୍ରୁତ ଗତିରେ ଆସି ଘରେ  ପଶିଲା ବିଏମଡବ୍ଲ୍ୟୁ

ଭୁବନେଶ୍ୱର: ଦ୍ରୁତ ଗତିରେ ଆସି ଘରେ ପଶିଲା  ବିଏମଡବ୍ଲ୍ୟୁ କାର । ୪ ନଂ ହସ୍ପିଟାଲ ଛକରେ ବିଏମଡବ୍ଲ୍ୟୁ କାର ଦୁର୍ଘଟଣା ହୋଇଛି । ରେଡକ୍ରସ ଭବନ ଆଡୁ  ଦ୍ରୁତ ଗତିରେ ଆସି ଘର ଆଡକୁ ମାଡିଯାଇଥିଲେ । ହେଲେ ଭାଗ୍ୟବଶତଃ ପରିବାର ଲୋକ , ଘର କାନ୍ଥ ଓ ବାରିକେଡ ଭାଙ୍ଗି ଯାଇଥିଲା । ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking