29.1 C
Bhubaneswar
Friday, May 17, 2024
Homeଓଡିଶାଭାରସାମ୍ୟ ହରାଇ ତଳକୁ ଓଲଟିଲା ଟାଟା ଏସି, ୨୦ରୁ ଅଧିକ ଆହତ

ଭାରସାମ୍ୟ ହରାଇ ତଳକୁ ଓଲଟିଲା ଟାଟା ଏସି, ୨୦ରୁ ଅଧିକ ଆହତ

କାମାକ୍ଷାନଗର: କାମାକ୍ଷାନଗର ଥାନା ରେକୁଳା ସ୍ଥିତ ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ ଖସିପଡିଲା କିର୍ତ୍ତନ ମଣ୍ଡଳିଙ୍କ ଟାଟା ଏସି ଗାଡି। ଫଳରେ ୨୦ରୁ ଅଧିକ କିର୍ତ୍ତନ ମଣ୍ଡଳି ଆହତ ହୋଇଛନ୍ତି। ଆଳତୁମା ଗ୍ରାମରୁ କୋଟଗରା ଗ୍ରାମକୁ କିର୍ତ୍ତନ କରିବାକୁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ସଫା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking