29.1 C
Bhubaneswar
Sunday, May 19, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ

ପାଟଣାଗଡ଼: ବଲାଙ୍ଗିରରୁ ଖଡ଼ିଆଳ ଫେରୁଥିବାବେଳେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବଲାଙ୍ଗିରରୁ ଖଡ଼ିଆଳ ଫେରୁଥିବାବେଳେ ସାଲେପାଲି ଛକ ନିକଟରେ ଏକ ବାଇକୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ବାଇକରେ ୨ଜଣ ଆରୋହୀ (ଯୁବକ-ଯୁବତୀ) ବସିଥିଲେ । ଅଜଣା ଗାଡ଼ି ଧକ୍କାରେ ବାଇକରେ ବସିଥିବା ଜଣେ ଯୁବକ ଓ ଯୁବତୀ ମୃତଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ସିନାପାଲିର ହୋଇଥିବା ବେଳେ ଯୁବତୀ ଖଡ଼ିଆଡ଼ ଅଞ୍ଚଳର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking