33.1 C
Bhubaneswar
Friday, April 26, 2024
Homeଓଡିଶାଦୁର୍ଘଟଣାରେ ୨ ମୃତ

ଦୁର୍ଘଟଣାରେ ୨ ମୃତ

ଖୋର୍ଦ୍ଧା : ଆଜି ସକାଳୁ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏକ କାର୍ ବାଇକକୁ ଧକ୍କା ଦେଇ ଟ୍ରକକୁ ପିଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମଶ୍ୱେର ପେଟ୍ରୋଲ ପମ୍ପ ନିକଟରେ । ଘଟଣାସ୍ଥଳରେ କାର୍ ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ବର୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୁଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ନେଇ ସ୍ଥାନୀୟ ଅଚଂଳରେ ଉତେଜନା ଦେଖାଦେଇଛି ।
https://onakhabar.com/2020/03/29/workers-travel-bihar-with-cycle/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking