27.1 C
Bhubaneswar
Saturday, May 31, 2025
Homeଓଡିଶାଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରିଲା ଏବିଭିପି

ଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରିଲା ଏବିଭିପି

ଭୁବନେଶ୍ୱର : ମାଟ୍ରିକ୍ ବିଭ୍ରାଟକୁ ନେଇ ଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛି  ଏବିଭିପି । ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସ ଭବନ ଘେରିଲା ଏବିଭିପି । ପରୀକ୍ଷା ପରିଚାଳନାରେ ସରକାର ବିଫଳ ହେଉଥିବା ଅଭିଯୋଗ ନେଇ ଘେରାଉ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking