27.1 C
Bhubaneswar
Saturday, July 27, 2024
Homeଓଡିଶାପୋଲିସ୍ ଏନ୍‌କାଉଣ୍ଟରରେ ୩ ମାଓବାଦୀ ସଫା

ପୋଲିସ୍ ଏନ୍‌କାଉଣ୍ଟରରେ ୩ ମାଓବାଦୀ ସଫା

ମାଲକାନାଗିରି : ଏନ୍‌କାଉଣ୍ଟରରେ ଟଳିଲେ ୩ ମାଓବାଦୀ । ଛତିଶଗଡ କାଙ୍କେର କୋଇଲିବେଡା ଜଙ୍ଗଲରେ ଏନ୍‌କାଉଣ୍ଟର ଘଟିଛି । ସର୍ଚ୍ଚ ଅପରେସନ ବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରୀ ରହିଛି ।

କପି କରି ଧରାପଡ଼ିଲେ ୨୨ ପରୀକ୍ଷାର୍ଥୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking