29.1 C
Bhubaneswar
Saturday, July 27, 2024
Homeଓଡିଶା୧୨ ଘଣ୍ଟିଆ ଲୋଇସିଂହା ଓ ପୁରୁଣାକଟକରେ  ବନ୍ଦ ପାଳନ

୧୨ ଘଣ୍ଟିଆ ଲୋଇସିଂହା ଓ ପୁରୁଣାକଟକରେ  ବନ୍ଦ ପାଳନ

 ବଲାଙ୍ଗିର :  ଲୋଇସିଂହାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଲୋଇସିଂହାକୁ ଏନ୍ ଏ ସି ଘୋଷଣା କରାନଯିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି । ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ସକାଳ ୬ଟାରୁ  ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି । ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । ସେହିପରି ପୁରୁଣା କଟକକୁ ଏନ୍ ଏ ସି ଘୋଷଣା କରାନଯିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଚିଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking