27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଗର୍ଭବତୀଙ୍କ କ୍ଷେତ୍ରରେ ଫିଟ୍‌ନେସ ମନା

ଗର୍ଭବତୀଙ୍କ କ୍ଷେତ୍ରରେ ଫିଟ୍‌ନେସ ମନା

ବ୍ୟୁରୋ : ଗର୍ଭବତୀଙ୍କୁ ସରକାରୀ ନିଯୁକ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏକ ପିଟିସନ୍‌ର ବିଚାର କରି ରାୟ ଶୁଣାଇଲେ ଉତ୍ତରାଖଣ୍ଡ ହାଇକୋର୍ଟ । ଗର୍ଭବତୀଙ୍କ କ୍ଷେତ୍ରରେ ସରକାରୀ ନିଯୁକ୍ତିରେ ଫିଟ୍‌ନେସ ନିୟମକୁ ରଦ୍ଦ କଲେ ହାଇକୋର୍ଟ । ମାତୃତ୍ୱ ଏକ ମହାନ ଆଶୀର୍ବାଦ କହି କଟକଣା ହଟାଇଲେ କୋର୍ଟ ।

 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହେଲା ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking