30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଇତିହାସ ଓ ଟେକ୍ନୋଲୋଜିର ଅଦ୍ଭୁତ ମିଳନ : ମହାନାୟକ ଗାଇଲେ ଜନ-ଗଣ-ମନ

ଇତିହାସ ଓ ଟେକ୍ନୋଲୋଜିର ଅଦ୍ଭୁତ ମିଳନ : ମହାନାୟକ ଗାଇଲେ ଜନ-ଗଣ-ମନ

ନୂଆଦିଲ୍ଲୀ : ମହାନାୟକଙ୍କ ମୁହଁରେ ଜାତୀୟ ସଙ୍ଗୀତ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଇତିହାସ ଟେକ୍ନୋଲୋଜୀର ଅଦ୍ଭୁତପୂର୍ବ ମିଳନ । ସ୍ବାଧୀନତା ଦିବସରେ ସ୍ବାଧୀନତା ସଂଗ୍ରାମୀ ମହାନ ନାୟକଙ୍କୁ ନେଇ ଏଆଇ ଏକ ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରିଛି । ଏଥିରେ ମହାତ୍ମା ଗାନ୍ଧୀ, ନେହେରୁ, ସୁଭାଷ ବୋଷ, ଆମ୍ବେଦକର, ସରୋଜିନୀ ନାଇଡୁ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ପ୍ରମୁଖ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ରବୀନ୍ଦ୍ର ନାଥ ଟାଗୋର ମଧ୍ୟ ଏଆଇ ସ୍ବତନ୍ତ୍ର ଏହି ଭିଡିଓରେ ଜନ ଗଣ ମନ ଗାନ କରୁଛନ୍ତି । ଦେଶ ପାଇଁ ଅନେକ ବଳିଦାନ ଦେଇଥିବା ରାଷ୍ଟ୍ରନାୟକଙ୍କ ମୁହଁରେ ଏହି ଜାତୀୟ ସଙ୍ଗୀତ ବେଶ ଜୀବନ୍ତ ଲାଗୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking