33.1 C
Bhubaneswar
Tuesday, April 22, 2025
Homeଓଡିଶାଝୁଲି ପଡିଲେ ୭ମ ଶ୍ରେଣୀ ଛାତ୍ରୀ

ଝୁଲି ପଡିଲେ ୭ମ ଶ୍ରେଣୀ ଛାତ୍ରୀ

ଜଳେଶ୍ୱର : ସ୍କୁଲରୁ ଆସି ଝୁଲି ପଡିଲେ ୭ମ ଶ୍ରେଣୀ ଛାତ୍ରୀ । ଘର ନିକଟ ଏକ ଗଛରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୋଗରାଇ ବ୍ଲକ ଗମ୍ଭାରିଆ ଗାଁରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ପରିବେଶ ଶୋକାକୁଳ ଦେଖାଦେଇଛି । ପରିବାର ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking