34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶଦଲାଇ ଲାମା ,ସମ୍ବିତ ପାତ୍ରଙ୍କୁ ଜେଡ ସୁରକ୍ଷା

ଦଲାଇ ଲାମା ,ସମ୍ବିତ ପାତ୍ରଙ୍କୁ ଜେଡ ସୁରକ୍ଷା

ନୂଆଦିଲ୍ଲୀ : ତିବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ ସୁରକ୍ଷା ବ୍ୟବସ୍ଥା ରହିଛି । ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ଜେଡ ସୁରକ୍ଷା ପ୍ରଦାନ କରାଯାଇଛି । ଉଭୟଙ୍କୁ ଜେଡ ଶ୍ରେଣୀ ସିଆରପିଏଫ ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏବେ ମଣିପୁର  ପ୍ରଭାରୀ ଦାୟିତ୍ୱରେ ଅଛନ୍ତି ସମ୍ବିତ ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking