28.1 C
Bhubaneswar
Thursday, November 26, 2026
Homeଓଡିଶାଆମେ ଲଢୁଛୁ, ବିଜେଡି ଲଢୁ: ଭକ୍ତ

ଆମେ ଲଢୁଛୁ, ବିଜେଡି ଲଢୁ: ଭକ୍ତ

ଭୁବନେଶ୍ୱର: ବିଜେଡିକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ବଡ ବୟାନ ରଖି କହିଛନ୍ତି, ବିଜେପିକୁ ହଟାଇବା ପାଇଁ ଲଢେଇ କରୁଛୁ , ବିଜେଡି ବି ଲଢେଇ କରୁ । ଆଗକୁ ବିଜେଡି ଓ କଂଗ୍ରେସ ମିଳିତ ହୋଇ ଲଢିବେ କି ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ଭବିଷ୍ୟତ କିଏ ଦେଖିଛି କହି ସସପେନ୍ସ ବଢାଇଲେ । ଇଭିଏମ ହଟିଲେ ଭୋଟ ଚୋରି ବନ୍ଦ ହେବ କହିଛନ୍ତି ଭକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking